ଆମ ଶରୀରକୁ ମୁଖ୍ୟତଃ ଶକ୍ତି ଯୋଗାଇବା ପାଇଁ କେଉଁ ଖାଦ୍ୟପଦାର୍ଥ ଅଧିକ ଆବଶ୍ୟକ?
Show more
13 days ago • Adarsha Classes
ଆମ ଶରୀରକୁ ମୁଖ୍ୟତଃ ଶକ୍ତି ଯୋଗାଇବା ପାଇଁ କେଉଁ ଖାଦ୍ୟପଦାର୍ଥ ଅଧିକ ଆବଶ୍ୟକ?
ଭିଟାମିନ୍ ଓ ଖଣିଜ ଲବଣ
ଜଳ ଓ ଅମ୍ଳଜାନ
କାର୍ବୋହାଇଡ୍ରେଟ୍ ଓ ଚର୍ବି
ପୁଷ୍ଟିସାର
1.4K answered
73
0
13 days ago • Adarsha Classes
ଉଦ୍ଭିଦ କେଉଁ ପ୍ରକ୍ରିୟାରେ ନିଜର ଖାଦ୍ୟ ନିଜେ ପ୍ରସ୍ତୁତ କରେ?
ଆଲୋକସଂଶ୍ଳେଷଣ
ଶ୍ୱସନ
ପରିପାକ
ବାଷ୍ପିକରଣ
1.2K answered
52
0
3 weeks ago • Adarsha Classes
ଯେଉଁ ପଦ କୌଣସି ନାମର ପରିବର୍ତ୍ତେ ବ୍ୟବହୃତ ହୁଏ, ତାହାକୁ କ’ଣ କୁହାଯାଏ?
ବିଶେଷ୍ୟ
ବିଶେଷଣ
ସର୍ବନାମ
ଅବ୍ୟୟ
1.2K answered
70
0
3 weeks ago • Adarsha Classes
ଓଡ଼ିଆ ବର୍ଣ୍ଣମାଳାରେ ସ୍ୱରଧ୍ବନି ସଂଖ୍ୟା କେତେଟି?
୧୧
୧୦
୮
୨୫
977 answered
38
0
3 weeks ago • Adarsha Classes
ଓଡ଼ିଆ ବର୍ଣ୍ଣମାଳାରେ ସ୍ୱରବର୍ଣ୍ଣ ସଂଖ୍ୟା କେତେଟି?
୧୧
୧୨
୮
୨୫
858 answered
31
0
3 weeks ago • Adarsha Classes
'ଭାଷା' କହିଲେ କ’ଣ ବୁଝାଏ?
ମନର ଭାବ ଆଦାନପ୍ରଦାନର ମାଧ୍ୟମ
କେବଳ ଲେଖିବା
କଥା କହିବା
753 answered
29
0
3 weeks ago • Adarsha Classes
ମୃତ୍ତିକାକ୍ଷୟ (Soil erosion) ରୋକିବା ପାଇଁ ସବୁଠାରୁ ପ୍ରଭାବଶାଳୀ ପଦକ୍ଷେପ କ’ଣ?
ବନୀକରଣ
ଜଙ୍ଗଲ କାଟିବା
ଅତ୍ୟଧିକ ଚାଷ କରିବା
ପାହାଡ଼ ପର୍ବତ ଭାଙ୍ଗିବା
490 answered
19
0
3 weeks ago • Adarsha Classes
ଯେଉଁ ସମ୍ପଦଗୁଡ଼ିକର ପରିମାଣ ନିର୍ଦ୍ଦିଷ୍ଟ ଏବଂ ବ୍ୟବହାର କଲେ ଭବିଷ୍ୟତରେ ସରିଯିବ, ସେଗୁଡ଼ିକୁ କ’ଣ କୁହାଯାଏ?
ନବୀକରଣଯୋଗ୍ୟ ସମ୍ପଦ
ନବୀକରଣଅଯୋଗ୍ୟ ସମ୍ପଦ
ପ୍ରାକୃତିକ ସମ୍ପଦ
ଅକ୍ଷୟ ସମ୍ପଦ
409 answered
17
0
3 weeks ago • Adarsha Classes
ଭାରତର ସର୍ବୋଚ୍ଚ ନ୍ୟାୟାଳୟ (Supreme Court) କେଉଁଠାରେ ଅବସ୍ଥିତ?
ମୁମ୍ବାଇ
କଲିକତା
ନୂଆଦିଲ୍ଲୀ
ଚେନ୍ନାଇ
412 answered
13
0
3 weeks ago • Adarsha Classes
ଭାରତୀୟ ସମ୍ବିଧାନ କେବେଠାରୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇଥିଲା?
୧୯୪୭ ଅଗଷ୍ଟ ୧୫
୧୯୪୯ ନଭେମ୍ବର ୨୬
୧୯୫୦ ଜାନୁଆରୀ ୨୬
୧୯୫୦ ଜାନୁଆରୀ ୧୫
419 answered
18
0